or_tn/eph/04/01.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ଏଫିସୀୟମାନଙ୍କୁ ଯେଉଁ କାରଣରୁ ଲେଖୁଛନ୍ତି ତହିଁ ହେତୁ ସେ ସେମାନଙ୍କୁ କହନ୍ତି ଯେ ସେମାନେ ବିଶ୍ବାସୀ ଭାବରେ କିପରି ଜୀବନ ଯାପନ କରିବା ଉଚିତ ଓ ପୁନର୍ବାର ଗୁରୁତ୍ବ ଦେଉଛନ୍ତି ଯେ ବିଶ୍ବାସୀମାନେ ପରସ୍ପର ଏକମନା ହେବା ଆବଶ୍ୟକ I
# as the prisoner for the Lord
ପ୍ରଭୁଙ୍କର ସେବା କରିବାକୁ ମନୋନୀତ କରିଥିବା ହେତୁ ବନ୍ଦୀଗୃହରେ ରହିଥିବା ଜଣେ ଲୋକ ଭାବରେ
# walk worthily of the calling
ଜୀବନ ଯାପନ କରିବାର ଚିନ୍ତାଧାରାକୁ ପ୍ରକାଶ କରିବାପାଇଁ ସାଧାରଣ ଭାବରେ ଆଚରଣ କରିବା ବୋଲି କୁହାଯାଏ I (ଦେଖ: [[rc://*/ta/man/translate/figs-metaphor]])