or_tn/eph/02/14.md

1.2 KiB

he is our peace

ଯୀଶୁ ତାହାଙ୍କର ଶାନ୍ତି ଆମ୍ଭମାନଙ୍କୁ ଦିଅନ୍ତି

our peace

“ଆମ୍ଭମାନଙ୍କ’ ଶବ୍ଦଟି ପାଉଲ ଓ ତାହାଙ୍କ ପାଠକଗଣକୁ ବୁଝାଏ, ଆଉ ସେଥିପାଇଁ ଏହା ଅନ୍ତର୍ଭୁକ୍ତକାରୀ ଶବ୍ଦ ଅଟେ I (ଦେଖ: rc://*/ta/man/translate/figs-inclusive)

He made the two one

ସେ ଯିହୂଦୀ ଓ ବିଜାତିମାନଙ୍କୁ ଏକ କଲେ

By his flesh

“ତାହାଙ୍କ ଶରୀର” ଓ ତାହାଙ୍କ ପାର୍ଥିବ ଶରୀର” ରୂପକ ଅଟନ୍ତି, ଯାହା ତାହାଙ୍କ ମୃତ୍ୟୁଭୋଗ କରୁଥିବା ଶରୀରକୁ ବୁଝାଏ I ବିକଳ୍ପ ଅନୁବାଦ: “କ୍ରୁଶ ଉପରେ ତାହାଙ୍କ ଶରୀରର ମୃତ୍ୟୁ ଦ୍ବାରା” (ଦେଖ: rc://*/ta/man/translate/figs-metonymy)

the wall of hostility

ଘୃଣାର ପ୍ରାଚୀର କିମ୍ବା “ମନ୍ଦ ଇଚ୍ଛାର ପ୍ରାଚୀର”