or_tn/eph/02/14.md

20 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# he is our peace
ଯୀଶୁ ତାହାଙ୍କର ଶାନ୍ତି ଆମ୍ଭମାନଙ୍କୁ ଦିଅନ୍ତି
# our peace
“ଆମ୍ଭମାନଙ୍କ’ ଶବ୍ଦଟି ପାଉଲ ଓ ତାହାଙ୍କ ପାଠକଗଣକୁ ବୁଝାଏ, ଆଉ ସେଥିପାଇଁ ଏହା ଅନ୍ତର୍ଭୁକ୍ତକାରୀ ଶବ୍ଦ ଅଟେ I (ଦେଖ: [[rc://*/ta/man/translate/figs-inclusive]])
# He made the two one
ସେ ଯିହୂଦୀ ଓ ବିଜାତିମାନଙ୍କୁ ଏକ କଲେ
# By his flesh
“ତାହାଙ୍କ ଶରୀର” ଓ ତାହାଙ୍କ ପାର୍ଥିବ ଶରୀର” ରୂପକ ଅଟନ୍ତି, ଯାହା ତାହାଙ୍କ ମୃତ୍ୟୁଭୋଗ କରୁଥିବା ଶରୀରକୁ ବୁଝାଏ I ବିକଳ୍ପ ଅନୁବାଦ: “କ୍ରୁଶ ଉପରେ ତାହାଙ୍କ ଶରୀରର ମୃତ୍ୟୁ ଦ୍ବାରା” (ଦେଖ: [[rc://*/ta/man/translate/figs-metonymy]])
# the wall of hostility
ଘୃଣାର ପ୍ରାଚୀର କିମ୍ବା “ମନ୍ଦ ଇଚ୍ଛାର ପ୍ରାଚୀର”