# he is our peace ଯୀଶୁ ତାହାଙ୍କର ଶାନ୍ତି ଆମ୍ଭମାନଙ୍କୁ ଦିଅନ୍ତି # our peace “ଆମ୍ଭମାନଙ୍କ’ ଶବ୍ଦଟି ପାଉଲ ଓ ତାହାଙ୍କ ପାଠକଗଣକୁ ବୁଝାଏ, ଆଉ ସେଥିପାଇଁ ଏହା ଅନ୍ତର୍ଭୁକ୍ତକାରୀ ଶବ୍ଦ ଅଟେ I (ଦେଖ: [[rc://*/ta/man/translate/figs-inclusive]]) # He made the two one ସେ ଯିହୂଦୀ ଓ ବିଜାତିମାନଙ୍କୁ ଏକ କଲେ # By his flesh “ତାହାଙ୍କ ଶରୀର” ଓ ତାହାଙ୍କ ପାର୍ଥିବ ଶରୀର” ରୂପକ ଅଟନ୍ତି, ଯାହା ତାହାଙ୍କ ମୃତ୍ୟୁଭୋଗ କରୁଥିବା ଶରୀରକୁ ବୁଝାଏ I ବିକଳ୍ପ ଅନୁବାଦ: “କ୍ରୁଶ ଉପରେ ତାହାଙ୍କ ଶରୀରର ମୃତ୍ୟୁ ଦ୍ବାରା” (ଦେଖ: [[rc://*/ta/man/translate/figs-metonymy]]) # the wall of hostility ଘୃଣାର ପ୍ରାଚୀର କିମ୍ବା “ମନ୍ଦ ଇଚ୍ଛାର ପ୍ରାଚୀର”