or_tn/col/02/05.md

1.1 KiB

not with you in the flesh

ବ୍ୟକ୍ତିର ମାଂସ,ଓ ଭୌତିକ ଶରୀର ବ୍ୟକ୍ତି ପାଇଁ ଏକ ଉପନାମ ଅଟେ। ଅନ୍ୟ ଏକ ଅନୁବାଦ: “ତୁମ ସହିତ ଶାରୀରିକ ଭାବେ ସେ ବିଦ୍ୟମାନ ନଥିଲେ"" (ଦେଖ: rc://*/ta/man/translate/figs-metonymy)

I am with you in spirit

ଆତ୍ମାରେ କାହା ସହିତ ରହିବା ଏକ ରୂପକ ଅଟେ ଯାହାର ଅର୍ଥ ସେହି ବ୍ୟକ୍ତି ବିଷୟରେ ସର୍ବଦା ଭାବିବା। ଅନ୍ୟ ଏକ ଅନୁବାଦ ; “ମୁ ନରିନ୍ତର ତୁମ୍ଭମାନଙ୍କ ବିଷୟରେ ଭାବୁଅଛି "" (ଦେଖା:rc://*/ta/man/translate/figs-idiom)

good order

କାର୍ଯ୍ୟକୁ ଠିକ୍ ଭାବରେ କରିବା

the strength of your faith

କିଛିଭି ନୁହେଁଏବଂ କେହିବି ଅପଣକୁଂ ବିଶ୍ବାସ କରିବାରୁ ରୋକିପାରିବେ ନାହିଁ