or_tn/col/02/05.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# not with you in the flesh
ବ୍ୟକ୍ତିର ମାଂସ,ଓ ଭୌତିକ ଶରୀର ବ୍ୟକ୍ତି ପାଇଁ ଏକ ଉପନାମ ଅଟେ। ଅନ୍ୟ ଏକ ଅନୁବାଦ: “ତୁମ ସହିତ ଶାରୀରିକ ଭାବେ ସେ ବିଦ୍ୟମାନ ନଥିଲେ"" (ଦେଖ: [[rc://*/ta/man/translate/figs-metonymy]])
# I am with you in spirit
ଆତ୍ମାରେ କାହା ସହିତ ରହିବା ଏକ ରୂପକ ଅଟେ ଯାହାର ଅର୍ଥ ସେହି ବ୍ୟକ୍ତି ବିଷୟରେ ସର୍ବଦା ଭାବିବା। ଅନ୍ୟ ଏକ ଅନୁବାଦ ; “ମୁ ନରିନ୍ତର ତୁମ୍ଭମାନଙ୍କ ବିଷୟରେ ଭାବୁଅଛି "" (ଦେଖା:[[rc://*/ta/man/translate/figs-idiom]])
# good order
କାର୍ଯ୍ୟକୁ ଠିକ୍ ଭାବରେ କରିବା
# the strength of your faith
କିଛିଭି ନୁହେଁଏବଂ କେହିବି ଅପଣକୁଂ ବିଶ୍ବାସ କରିବାରୁ ରୋକିପାରିବେ ନାହିଁ