# not with you in the flesh ବ୍ୟକ୍ତିର ମାଂସ,ଓ ଭୌତିକ ଶରୀର ବ୍ୟକ୍ତି ପାଇଁ ଏକ ଉପନାମ ଅଟେ। ଅନ୍ୟ ଏକ ଅନୁବାଦ: “ତୁମ ସହିତ ଶାରୀରିକ ଭାବେ ସେ ବିଦ୍ୟମାନ ନଥିଲେ"" (ଦେଖ: [[rc://*/ta/man/translate/figs-metonymy]]) # I am with you in spirit ଆତ୍ମାରେ କାହା ସହିତ ରହିବା ଏକ ରୂପକ ଅଟେ ଯାହାର ଅର୍ଥ ସେହି ବ୍ୟକ୍ତି ବିଷୟରେ ସର୍ବଦା ଭାବିବା। ଅନ୍ୟ ଏକ ଅନୁବାଦ ; “ମୁ ନରିନ୍ତର ତୁମ୍ଭମାନଙ୍କ ବିଷୟରେ ଭାବୁଅଛି "" (ଦେଖା:[[rc://*/ta/man/translate/figs-idiom]]) # good order କାର୍ଯ୍ୟକୁ ଠିକ୍ ଭାବରେ କରିବା # the strength of your faith କିଛିଭି ନୁହେଁଏବଂ କେହିବି ଅପଣକୁଂ ବିଶ୍ବାସ କରିବାରୁ ରୋକିପାରିବେ ନାହିଁ