or_tn/act/28/25.md

1.6 KiB

General Information:

ଏଠାରେ “ସେମାନେ” ଶବ୍ଦଟି ରୋମ୍ ରେ ଥିବା ଯିହୂଦୀ ନେତା ମାନଙ୍କୁ ବୁଝାଏ (ପ୍ରେରିତ ୨୮:୧୭)I “ଆପଣମାନଙ୍କ” ଶବ୍ଦଟି ପାଉଲ କଥା କହୁଥିବା ଲୋକମାନଙ୍କୁ ବୁଝାଏ I ୨୬ ପଦରେ, ପାଉଲ ଯିଶାଇୟ ଭାବବାଦୀଙ୍କ ପୁସ୍ତକରୁ ଉଦ୍ଧୃତ କରୁଛନ୍ତି I

Connecting Statement:

ଯିହୂଦୀ ନେତାମାନେ ପ୍ରସ୍ଥାନ କରିବାକୁ ଉଦ୍ୟତ ହେବା ସମୟରେ, ପାଉଲ ପୁରାତନ ନିୟମର ଶାସ୍ତ୍ରରୁ ଉଦ୍ଧୃତ କରୁଛନ୍ତି ଯାହା ଏହି ସମୟ ନିମନ୍ତେ ପ୍ରଯୁଜ୍ୟ ଥିଲା I

after Paul had spoken this one word

ଏଠାରେ “କଥା” ଶବ୍ଦଟି ଗୋଟିଏ ସମ୍ବାଦ ଅବା ଉକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ପାଉଲ ଆଉ ଗୋଟିଏ କଥା କହିସାରିଲା ପରେ” କିମ୍ବା “ପାଉଲ ଏହି ମନ୍ତବ୍ୟ ଦେବା ପରେ” (ଦେଖ: rc://*/ta/man/translate/figs-metonymy)

The Holy Spirit spoke well through Isaiah the prophet to your fathers.

ଏହି ବାକ୍ୟରେ ଉଦ୍ଧୃତି ଭିତରେ ଉଦ୍ଧୃତି ରହିଛି I (ଦେଖ: rc://*/ta/man/translate/figs-quotesinquotes)