or_tn/act/28/17.md

1.7 KiB

Then it came about that

ଘଟଣା ମଧ୍ୟରେ ଗୋଟିଏ ନୂଆ ଅଂଶର ଆରମ୍ଭ ବିଷୟକୁ ଚିହ୍ନିତ କରିବାପାଇଁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି I ଯଦି ତୁମ ଭାଷାରେ ଏହା କରିବାର କୌଣସି ଶୈଳୀ ଥାଏ, ତେବେ ତୁମେ ଏଠାରେ ତାହା ବ୍ୟବହାର କରିବାପାଇଁ ଚିନ୍ତା କରିପାର I

the leaders among the Jews

ଏମାନେ ରୋମ୍ ରେ ଉପସ୍ଥିତ ଥିବା ସାମାଜିକ ଅବା ଧର୍ମୀୟ ନେତାମାନେ ଥିଲେ I

Brothers

ଏଠରେ ଏହାର ଅର୍ଥ “ସହଯିହୂଦୀମାନେ I”

against the people

ଆମ୍ଭର ଲୋକମାନଙ୍କ ବିରୁଦ୍ଧରେ କିମ୍ବା “ଯିହୂଦୀମାନଙ୍କ ବିରୁଦ୍ଧରେ”

I was delivered as a prisoner from Jerusalem into the hands of the Romans

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ; “ଯିରୂଶାଲମରେ କେତେକ ଯିହୂଦୀ ମୋତେ ବାନ୍ଧିଲେ ଓ ରୋମୀୟମାନଙ୍କ ହସ୍ତରେ ସମର୍ପଣ କରିଥିଲେ” (ଦେଖ: rc://*/ta/man/translate/figs-activepassive)

into the hands of the Romans

ଏଠାରେ “ହସ୍ତ” କ୍ଷମତା ଅବା ନିୟନ୍ତ୍ରଣକୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)