# Then it came about that ଘଟଣା ମଧ୍ୟରେ ଗୋଟିଏ ନୂଆ ଅଂଶର ଆରମ୍ଭ ବିଷୟକୁ ଚିହ୍ନିତ କରିବାପାଇଁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି I ଯଦି ତୁମ ଭାଷାରେ ଏହା କରିବାର କୌଣସି ଶୈଳୀ ଥାଏ, ତେବେ ତୁମେ ଏଠାରେ ତାହା ବ୍ୟବହାର କରିବାପାଇଁ ଚିନ୍ତା କରିପାର I # the leaders among the Jews ଏମାନେ ରୋମ୍ ରେ ଉପସ୍ଥିତ ଥିବା ସାମାଜିକ ଅବା ଧର୍ମୀୟ ନେତାମାନେ ଥିଲେ I # Brothers ଏଠରେ ଏହାର ଅର୍ଥ “ସହଯିହୂଦୀମାନେ I” # against the people ଆମ୍ଭର ଲୋକମାନଙ୍କ ବିରୁଦ୍ଧରେ କିମ୍ବା “ଯିହୂଦୀମାନଙ୍କ ବିରୁଦ୍ଧରେ” # I was delivered as a prisoner from Jerusalem into the hands of the Romans ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ; “ଯିରୂଶାଲମରେ କେତେକ ଯିହୂଦୀ ମୋତେ ବାନ୍ଧିଲେ ଓ ରୋମୀୟମାନଙ୍କ ହସ୍ତରେ ସମର୍ପଣ କରିଥିଲେ” (ଦେଖ: [[rc://*/ta/man/translate/figs-activepassive]]) # into the hands of the Romans ଏଠାରେ “ହସ୍ତ” କ୍ଷମତା ଅବା ନିୟନ୍ତ୍ରଣକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])