or_tn/act/28/25.md

16 lines
1.6 KiB
Markdown

# General Information:
ଏଠାରେ “ସେମାନେ” ଶବ୍ଦଟି ରୋମ୍ ରେ ଥିବା ଯିହୂଦୀ ନେତା ମାନଙ୍କୁ ବୁଝାଏ ([ପ୍ରେରିତ ୨୮:୧୭](../28/17.md))I “ଆପଣମାନଙ୍କ” ଶବ୍ଦଟି ପାଉଲ କଥା କହୁଥିବା ଲୋକମାନଙ୍କୁ ବୁଝାଏ I ୨୬ ପଦରେ, ପାଉଲ ଯିଶାଇୟ ଭାବବାଦୀଙ୍କ ପୁସ୍ତକରୁ ଉଦ୍ଧୃତ କରୁଛନ୍ତି I
# Connecting Statement:
ଯିହୂଦୀ ନେତାମାନେ ପ୍ରସ୍ଥାନ କରିବାକୁ ଉଦ୍ୟତ ହେବା ସମୟରେ, ପାଉଲ ପୁରାତନ ନିୟମର ଶାସ୍ତ୍ରରୁ ଉଦ୍ଧୃତ କରୁଛନ୍ତି ଯାହା ଏହି ସମୟ ନିମନ୍ତେ ପ୍ରଯୁଜ୍ୟ ଥିଲା I
# after Paul had spoken this one word
ଏଠାରେ “କଥା” ଶବ୍ଦଟି ଗୋଟିଏ ସମ୍ବାଦ ଅବା ଉକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ପାଉଲ ଆଉ ଗୋଟିଏ କଥା କହିସାରିଲା ପରେ” କିମ୍ବା “ପାଉଲ ଏହି ମନ୍ତବ୍ୟ ଦେବା ପରେ” (ଦେଖ: [[rc://*/ta/man/translate/figs-metonymy]])
# The Holy Spirit spoke well through Isaiah the prophet to your fathers.
ଏହି ବାକ୍ୟରେ ଉଦ୍ଧୃତି ଭିତରେ ଉଦ୍ଧୃତି ରହିଛି I (ଦେଖ: [[rc://*/ta/man/translate/figs-quotesinquotes]])