or_tn/act/28/21.md

824 B

General Information:

ଏଠାରେ “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ରୋମ୍ ରେ ଥିବା ଯିହୂଦୀନେତାମାନଙ୍କୁ ବୁଝାଏ I (ଦେଖ: ପ୍ରେରିତ ୨୮:୧୭rc://*/ta/man/translate/figs-exclusive)

Connecting Statement:

ଯିହୂଦୀ ନେତାମାନେ ପାଉଲଙ୍କୁ କଥା କହୁଛନ୍ତି I

nor did any of the brothers

ଏଠାରେ “ଭାଇମାନେ” ସହଯିହୂଦୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ସହଯିହୂଦୀମାନଙ୍କ ମଧ୍ୟରୁ ସୁଦ୍ଧା କେହି ନୁହନ୍ତି”