or_tn/act/28/21.md

12 lines
824 B
Markdown

# General Information:
ଏଠାରେ “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ରୋମ୍ ରେ ଥିବା ଯିହୂଦୀନେତାମାନଙ୍କୁ ବୁଝାଏ I (ଦେଖ: [ପ୍ରେରିତ ୨୮:୧୭](../28/17.md) ଓ [[rc://*/ta/man/translate/figs-exclusive]])
# Connecting Statement:
ଯିହୂଦୀ ନେତାମାନେ ପାଉଲଙ୍କୁ କଥା କହୁଛନ୍ତି I
# nor did any of the brothers
ଏଠାରେ “ଭାଇମାନେ” ସହଯିହୂଦୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ସହଯିହୂଦୀମାନଙ୍କ ମଧ୍ୟରୁ ସୁଦ୍ଧା କେହି ନୁହନ୍ତି”