or_tn/act/28/08.md

16 lines
873 B
Markdown

# It happened that the father of Publius ... fever and dysentery
ଏହା ପୁବ୍ଳିୟଙ୍କ ପିତାଙ୍କ ବିଷୟରେ ପୃଷ୍ଠଭୂମି ସୂଚନା, ଯାହା ଘଟଣାଟିକୁ ବୁଝିବାପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ I (ଦେଖ: [[rc://*/ta/man/translate/writing-background]])
# had been made ill
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅସୁସ୍ଥ ଥିଲେ” (ଦେଖ: [[rc://*/ta/man/translate/figs-activepassive]])
# ill with a fever and dysentery
ଅମାଶୟ ଗୋଟିଏ ଆନ୍ତ୍ରିକ ସଂକ୍ରାମକ ରୋଗ I
# placed his hands on him
ଆପଣା ହାତରେ ତାହାଙ୍କୁ ଛୁଇଁଲେ