# It happened that the father of Publius ... fever and dysentery ଏହା ପୁବ୍ଳିୟଙ୍କ ପିତାଙ୍କ ବିଷୟରେ ପୃଷ୍ଠଭୂମି ସୂଚନା, ଯାହା ଘଟଣାଟିକୁ ବୁଝିବାପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ I (ଦେଖ: [[rc://*/ta/man/translate/writing-background]]) # had been made ill ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅସୁସ୍ଥ ଥିଲେ” (ଦେଖ: [[rc://*/ta/man/translate/figs-activepassive]]) # ill with a fever and dysentery ଅମାଶୟ ଗୋଟିଏ ଆନ୍ତ୍ରିକ ସଂକ୍ରାମକ ରୋଗ I # placed his hands on him ଆପଣା ହାତରେ ତାହାଙ୍କୁ ଛୁଇଁଲେ