or_tn/act/28/08.md

873 B

It happened that the father of Publius ... fever and dysentery

ଏହା ପୁବ୍ଳିୟଙ୍କ ପିତାଙ୍କ ବିଷୟରେ ପୃଷ୍ଠଭୂମି ସୂଚନା, ଯାହା ଘଟଣାଟିକୁ ବୁଝିବାପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ I (ଦେଖ: rc://*/ta/man/translate/writing-background)

had been made ill

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅସୁସ୍ଥ ଥିଲେ” (ଦେଖ: rc://*/ta/man/translate/figs-activepassive)

ill with a fever and dysentery

ଅମାଶୟ ଗୋଟିଏ ଆନ୍ତ୍ରିକ ସଂକ୍ରାମକ ରୋଗ I

placed his hands on him

ଆପଣା ହାତରେ ତାହାଙ୍କୁ ଛୁଇଁଲେ