or_tn/act/28/07.md

16 lines
1.2 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ଏଠାରେ “ଆମ୍ଭମାନଙ୍କୁ” ଓ “ଆମ୍ଭେମାନେ” ଶବ୍ଦଗୁଡିକ ପାଉଲଙ୍କୁ, ଲୂକଙ୍କୁ ଓ ସେମାନଙ୍କ ସହଯାତ୍ରୀମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]])
# Now in a nearby place
ବର୍ତ୍ତମାନ ଶବ୍ଦଟି ବିବରଣୀରେ ଜଣେ ନୂଆ ଲୋକ ଅବା ଘଟଣାକୁ ପରିଚୟ କରାଇବାପାଇଁ ବ୍ୟବହାର କରାଯାଇଛି I
# chief man of the island
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଲୋକମାନଙ୍କର ମୁଖ୍ୟ ନେତା କିମ୍ବା ) ଜଣେ କେହି ଯିଏ କି ଦ୍ବୀପର ଅତି ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ଥିଲେ, ବୋଧହୁଏ ତାହାଙ୍କର ସମ୍ପତ୍ତି ସକାଶୁ I
# a man named Publius
ଏହା ଜଣେ ଲୋକର ନାମ I (ଦେଖ: [[rc://*/ta/man/translate/translate-names]])