or_tn/act/28/07.md

1.2 KiB
Raw Permalink Blame History

General Information:

ଏଠାରେ “ଆମ୍ଭମାନଙ୍କୁ” ଓ “ଆମ୍ଭେମାନେ” ଶବ୍ଦଗୁଡିକ ପାଉଲଙ୍କୁ, ଲୂକଙ୍କୁ ଓ ସେମାନଙ୍କ ସହଯାତ୍ରୀମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: rc://*/ta/man/translate/figs-exclusive)

Now in a nearby place

ବର୍ତ୍ତମାନ ଶବ୍ଦଟି ବିବରଣୀରେ ଜଣେ ନୂଆ ଲୋକ ଅବା ଘଟଣାକୁ ପରିଚୟ କରାଇବାପାଇଁ ବ୍ୟବହାର କରାଯାଇଛି I

chief man of the island

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଲୋକମାନଙ୍କର ମୁଖ୍ୟ ନେତା କିମ୍ବା ) ଜଣେ କେହି ଯିଏ କି ଦ୍ବୀପର ଅତି ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ଥିଲେ, ବୋଧହୁଏ ତାହାଙ୍କର ସମ୍ପତ୍ତି ସକାଶୁ I

a man named Publius

ଏହା ଜଣେ ଲୋକର ନାମ I (ଦେଖ: rc://*/ta/man/translate/translate-names)