# General Information: ଏଠାରେ “ଆମ୍ଭମାନଙ୍କୁ” ଓ “ଆମ୍ଭେମାନେ” ଶବ୍ଦଗୁଡିକ ପାଉଲଙ୍କୁ, ଲୂକଙ୍କୁ ଓ ସେମାନଙ୍କ ସହଯାତ୍ରୀମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]]) # Now in a nearby place ବର୍ତ୍ତମାନ ଶବ୍ଦଟି ବିବରଣୀରେ ଜଣେ ନୂଆ ଲୋକ ଅବା ଘଟଣାକୁ ପରିଚୟ କରାଇବାପାଇଁ ବ୍ୟବହାର କରାଯାଇଛି I # chief man of the island ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଲୋକମାନଙ୍କର ମୁଖ୍ୟ ନେତା କିମ୍ବା ୨) ଜଣେ କେହି ଯିଏ କି ଦ୍ବୀପର ଅତି ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ଥିଲେ, ବୋଧହୁଏ ତାହାଙ୍କର ସମ୍ପତ୍ତି ସକାଶୁ I # a man named Publius ଏହା ଜଣେ ଲୋକର ନାମ I (ଦେଖ: [[rc://*/ta/man/translate/translate-names]])