or_tn/act/28/02.md

1.4 KiB
Raw Permalink Blame History

The native people

ସ୍ଥାନୀୟ ଲୋକେ

offered to us not just ordinary kindness

ଜଣକ ପ୍ରତି ଦୟାଳୁ ହେବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ ଯାହା ଜଣେ ଯାଚି ଦିଅନ୍ତି I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରତି କେବଳ ଅତି ଦୟାଳୁ ନ ଥିଲେ” (ଦେଖ: rc://*/ta/man/translate/figs-metaphor)

not just ordinary kindness

ଯାହା କୁହାଯାଇଛି, ତା’ର ବିପରୀତ ବିଷୟକୁ ଗୁରୁତ୍ବ ଦେବାପାଇଁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “ବହୁତ ଦୟା” (ଦେଖ: rc://*/ta/man/translate/figs-litotes)

they lit a fire

ସେମାନେ କାଠଖଣ୍ଡ ଓ ଡାଳସବୁ ଏକତ୍ର କରି ଜାଳିଲେ

welcomed us all

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଜାହାଜର ସମସ୍ତଙ୍କୁ ଅଭ୍ୟର୍ଥନା କଲେ” କିମ୍ବା ) “ପାଉଲ ଓ ତାହାଙ୍କର ସଙ୍ଗୀସମସ୍ତଙ୍କୁ ଅଭ୍ୟର୍ଥନା କଲେ I”