or_tn/act/28/02.md

20 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# The native people
ସ୍ଥାନୀୟ ଲୋକେ
# offered to us not just ordinary kindness
ଜଣକ ପ୍ରତି ଦୟାଳୁ ହେବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ ଯାହା ଜଣେ ଯାଚି ଦିଅନ୍ତି I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରତି କେବଳ ଅତି ଦୟାଳୁ ନ ଥିଲେ” (ଦେଖ: [[rc://*/ta/man/translate/figs-metaphor]])
# not just ordinary kindness
ଯାହା କୁହାଯାଇଛି, ତା’ର ବିପରୀତ ବିଷୟକୁ ଗୁରୁତ୍ବ ଦେବାପାଇଁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “ବହୁତ ଦୟା” (ଦେଖ: [[rc://*/ta/man/translate/figs-litotes]])
# they lit a fire
ସେମାନେ କାଠଖଣ୍ଡ ଓ ଡାଳସବୁ ଏକତ୍ର କରି ଜାଳିଲେ
# welcomed us all
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଜାହାଜର ସମସ୍ତଙ୍କୁ ଅଭ୍ୟର୍ଥନା କଲେ” କିମ୍ବା ) “ପାଉଲ ଓ ତାହାଙ୍କର ସଙ୍ଗୀସମସ୍ତଙ୍କୁ ଅଭ୍ୟର୍ଥନା କଲେ I”