# The native people ସ୍ଥାନୀୟ ଲୋକେ # offered to us not just ordinary kindness ଜଣକ ପ୍ରତି ଦୟାଳୁ ହେବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ ଯାହା ଜଣେ ଯାଚି ଦିଅନ୍ତି I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରତି କେବଳ ଅତି ଦୟାଳୁ ନ ଥିଲେ” (ଦେଖ: [[rc://*/ta/man/translate/figs-metaphor]]) # not just ordinary kindness ଯାହା କୁହାଯାଇଛି, ତା’ର ବିପରୀତ ବିଷୟକୁ ଗୁରୁତ୍ବ ଦେବାପାଇଁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “ବହୁତ ଦୟା” (ଦେଖ: [[rc://*/ta/man/translate/figs-litotes]]) # they lit a fire ସେମାନେ କାଠଖଣ୍ଡ ଓ ଡାଳସବୁ ଏକତ୍ର କରି ଜାଳିଲେ # welcomed us all ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଜାହାଜର ସମସ୍ତଙ୍କୁ ଅଭ୍ୟର୍ଥନା କଲେ” କିମ୍ବା ୨) “ପାଉଲ ଓ ତାହାଙ୍କର ସଙ୍ଗୀସମସ୍ତଙ୍କୁ ଅଭ୍ୟର୍ଥନା କଲେ I”