or_tn/act/28/01.md

1.7 KiB

General Information:

ଏଠାରେ “ଆମ୍ଭେମାନେ” ଶବ୍ଦଟି ପାଉଲଙ୍କୁ, ଲେଖକଙ୍କୁ ଓ ସେମାନଙ୍କର ସହଯାତ୍ରୀମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: rc://*/ta/man/translate/figs-exclusive)

Connecting Statement:

ଜାହାଜଭଙ୍ଗ ହେବା ପରେ, ମେଲିତୀ ଦ୍ବୀପର ଲୋକମାନେ ପାଉଲଙ୍କୁ ଓ ଜାହାଜରେ ଥିବା ସମସ୍ତଙ୍କୁ ସାହାଯ୍ୟ କରିଥିଲେ I ସେମାନେ ସେଠାରେ ୩ ମାସ ରହିଥିଲେ I

When we were brought safely through

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ଆମ୍ଭେମାନେ ନିରାପଦରେ ପହଞ୍ଚିଲୁ” (ଦେଖ: rc://*/ta/man/translate/figs-activepassive)

we learned

ପାଉଲ ଓ ଲୂକ ଦ୍ବୀପର ନାମ ଜାଣିବାକୁ ପାଇଲେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଲୋକମାନଙ୍କଠାରୁ ଜାଣିବାକୁ ପାଇଲୁ” କିମ୍ବା “ଆମ୍ଭେମାନେ ସ୍ଥାନୀୟ ନିବାସୀମାନଙ୍କଠାରୁ ବୁଝିଲୁ” (ଦେଖ: rc://*/ta/man/translate/figs-exclusive)

the island was called Malta

ମେଲିତୀ ଗୋଟିଏ ଦ୍ବୀପ, ଯାହା ଆଧୁନିକ ସିସିଲି ଦ୍ବୀପର ଦକ୍ଷିଣରେ ଅବସ୍ଥିତ I (ଦେଖ: rc://*/ta/man/translate/translate-names)