or_tn/act/28/01.md

20 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ଆମ୍ଭେମାନେ” ଶବ୍ଦଟି ପାଉଲଙ୍କୁ, ଲେଖକଙ୍କୁ ଓ ସେମାନଙ୍କର ସହଯାତ୍ରୀମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]])
# Connecting Statement:
ଜାହାଜଭଙ୍ଗ ହେବା ପରେ, ମେଲିତୀ ଦ୍ବୀପର ଲୋକମାନେ ପାଉଲଙ୍କୁ ଓ ଜାହାଜରେ ଥିବା ସମସ୍ତଙ୍କୁ ସାହାଯ୍ୟ କରିଥିଲେ I ସେମାନେ ସେଠାରେ ୩ ମାସ ରହିଥିଲେ I
# When we were brought safely through
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ଆମ୍ଭେମାନେ ନିରାପଦରେ ପହଞ୍ଚିଲୁ” (ଦେଖ: [[rc://*/ta/man/translate/figs-activepassive]])
# we learned
ପାଉଲ ଓ ଲୂକ ଦ୍ବୀପର ନାମ ଜାଣିବାକୁ ପାଇଲେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଲୋକମାନଙ୍କଠାରୁ ଜାଣିବାକୁ ପାଇଲୁ” କିମ୍ବା “ଆମ୍ଭେମାନେ ସ୍ଥାନୀୟ ନିବାସୀମାନଙ୍କଠାରୁ ବୁଝିଲୁ” (ଦେଖ: [[rc://*/ta/man/translate/figs-exclusive]])
# the island was called Malta
ମେଲିତୀ ଗୋଟିଏ ଦ୍ବୀପ, ଯାହା ଆଧୁନିକ ସିସିଲି ଦ୍ବୀପର ଦକ୍ଷିଣରେ ଅବସ୍ଥିତ I (ଦେଖ: [[rc://*/ta/man/translate/translate-names]])