# General Information: ଏଠାରେ “ଆମ୍ଭେମାନେ” ଶବ୍ଦଟି ପାଉଲଙ୍କୁ, ଲେଖକଙ୍କୁ ଓ ସେମାନଙ୍କର ସହଯାତ୍ରୀମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]]) # Connecting Statement: ଜାହାଜଭଙ୍ଗ ହେବା ପରେ, ମେଲିତୀ ଦ୍ବୀପର ଲୋକମାନେ ପାଉଲଙ୍କୁ ଓ ଜାହାଜରେ ଥିବା ସମସ୍ତଙ୍କୁ ସାହାଯ୍ୟ କରିଥିଲେ I ସେମାନେ ସେଠାରେ ୩ ମାସ ରହିଥିଲେ I # When we were brought safely through ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ଆମ୍ଭେମାନେ ନିରାପଦରେ ପହଞ୍ଚିଲୁ” (ଦେଖ: [[rc://*/ta/man/translate/figs-activepassive]]) # we learned ପାଉଲ ଓ ଲୂକ ଦ୍ବୀପର ନାମ ଜାଣିବାକୁ ପାଇଲେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଲୋକମାନଙ୍କଠାରୁ ଜାଣିବାକୁ ପାଇଲୁ” କିମ୍ବା “ଆମ୍ଭେମାନେ ସ୍ଥାନୀୟ ନିବାସୀମାନଙ୍କଠାରୁ ବୁଝିଲୁ” (ଦେଖ: [[rc://*/ta/man/translate/figs-exclusive]]) # the island was called Malta ମେଲିତୀ ଗୋଟିଏ ଦ୍ବୀପ, ଯାହା ଆଧୁନିକ ସିସିଲି ଦ୍ବୀପର ଦକ୍ଷିଣରେ ଅବସ୍ଥିତ I (ଦେଖ: [[rc://*/ta/man/translate/translate-names]])