or_tn/act/27/29.md

686 B

anchors

ଲଙ୍ଗର ହେଉଛି ଗୋଟିଏ ଭାରୀ ଓଜନିଆ ବସ୍ତୁ ଯାହା ଜାହାଜ ସହିତ ସୁରକ୍ଷିତ ଭାବରେ ଗୋଟିଏ ଦଉଡିରେ ବନ୍ଧା ହୋଇଥାଏ I ଲଙ୍ଗରଟିକୁ ପାଣି ଭିତରକୁ ଠେଲିଦେଇ ସମୁଦ୍ର ଭିତରେ ବୁଡାଇ ରଖାଯାଏ ଯେପରି ଜାହାଜ ଟଳମଳ ନ ହୁଏ I ତୁମେ ଏହାକୁ ପ୍ରେରିତ ୨୭:୧୩ରେ କିପରି ଅନୁବାଦ କଲ ତାହା ଦେଖ I

from the stern

ଜାହାଜର ପଛ ଭାଗରୁ