# anchors ଲଙ୍ଗର ହେଉଛି ଗୋଟିଏ ଭାରୀ ଓଜନିଆ ବସ୍ତୁ ଯାହା ଜାହାଜ ସହିତ ସୁରକ୍ଷିତ ଭାବରେ ଗୋଟିଏ ଦଉଡିରେ ବନ୍ଧା ହୋଇଥାଏ I ଲଙ୍ଗରଟିକୁ ପାଣି ଭିତରକୁ ଠେଲିଦେଇ ସମୁଦ୍ର ଭିତରେ ବୁଡାଇ ରଖାଯାଏ ଯେପରି ଜାହାଜ ଟଳମଳ ନ ହୁଏ I ତୁମେ ଏହାକୁ [ପ୍ରେରିତ ୨୭:୧୩](../27/13.md)ରେ କିପରି ଅନୁବାଦ କଲ ତାହା ଦେଖ I # from the stern ଜାହାଜର ପଛ ଭାଗରୁ