or_tn/act/27/29.md

8 lines
686 B
Markdown
Raw Permalink Normal View History

2020-11-19 00:15:53 +00:00
# anchors
ଲଙ୍ଗର ହେଉଛି ଗୋଟିଏ ଭାରୀ ଓଜନିଆ ବସ୍ତୁ ଯାହା ଜାହାଜ ସହିତ ସୁରକ୍ଷିତ ଭାବରେ ଗୋଟିଏ ଦଉଡିରେ ବନ୍ଧା ହୋଇଥାଏ I ଲଙ୍ଗରଟିକୁ ପାଣି ଭିତରକୁ ଠେଲିଦେଇ ସମୁଦ୍ର ଭିତରେ ବୁଡାଇ ରଖାଯାଏ ଯେପରି ଜାହାଜ ଟଳମଳ ନ ହୁଏ I ତୁମେ ଏହାକୁ [ପ୍ରେରିତ ୨୭:୧୩](../27/13.md)ରେ କିପରି ଅନୁବାଦ କଲ ତାହା ଦେଖ I
# from the stern
ଜାହାଜର ପଛ ଭାଗରୁ