or_tn/act/27/05.md

1.0 KiB
Raw Permalink Blame History

Pamphylia

ଏହା ଏସିଆ ମାଇନରର ଗୋଟିଏ ପ୍ରଦେଶ ଥିଲା I ତୁମେ ଏହାକୁ ପ୍ରେରିତ :୧୦ରେ କିପରି ଅନୁବାଦ କଲ ତାହା ଦେଖ I

we landed at Myra, a city of Lycia

ତୁମେ ଏହାକୁ ସ୍ପଷ୍ଟ କରିପାରିବ ଯେ ସେମାନେ ମୁରାରେ ଜାହାଜରୁ ଓହ୍ଲାଇଲେ I ବିକଳ୍ପ ଅନୁବାଦ: “ଲୂକିଆର ମୁରା ସହରକୁ ଆସିଲୁ, ଯେଉଁଠି ଆମେ ଜାହାଜରୁ ଓହ୍ଲାଇଲୁ” (ଦେଖ: rc://*/ta/man/translate/figs-explicit)

landed at Myra

ମୁରା ଗୋଟିଏ ନଗରର ନାମ I

a city of Lycia

ଲୂକିଆ ଗୋଟିଏ ରୋମୀୟ ପ୍ରଦେଶ, ଯାହା ଆଧୁନିକ ତୁର୍କୀର ଦକ୍ଷିଣ ପଶ୍ଚିମ ଉପକୂଳରେ ଅବସ୍ଥିତ I (ଦେଖ: rc://*/ta/man/translate/translate-names)