# Pamphylia ଏହା ଏସିଆ ମାଇନରର ଗୋଟିଏ ପ୍ରଦେଶ ଥିଲା I ତୁମେ ଏହାକୁ [ପ୍ରେରିତ ୨:୧୦](../02/10.md)ରେ କିପରି ଅନୁବାଦ କଲ ତାହା ଦେଖ I # we landed at Myra, a city of Lycia ତୁମେ ଏହାକୁ ସ୍ପଷ୍ଟ କରିପାରିବ ଯେ ସେମାନେ ମୁରାରେ ଜାହାଜରୁ ଓହ୍ଲାଇଲେ I ବିକଳ୍ପ ଅନୁବାଦ: “ଲୂକିଆର ମୁରା ସହରକୁ ଆସିଲୁ, ଯେଉଁଠି ଆମେ ଜାହାଜରୁ ଓହ୍ଲାଇଲୁ” (ଦେଖ: [[rc://*/ta/man/translate/figs-explicit]]) # landed at Myra ମୁରା ଗୋଟିଏ ନଗରର ନାମ I # a city of Lycia ଲୂକିଆ ଗୋଟିଏ ରୋମୀୟ ପ୍ରଦେଶ, ଯାହା ଆଧୁନିକ ତୁର୍କୀର ଦକ୍ଷିଣ ପଶ୍ଚିମ ଉପକୂଳରେ ଅବସ୍ଥିତ I (ଦେଖ: [[rc://*/ta/man/translate/translate-names]])