or_tn/act/27/05.md

16 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# Pamphylia
ଏହା ଏସିଆ ମାଇନରର ଗୋଟିଏ ପ୍ରଦେଶ ଥିଲା I ତୁମେ ଏହାକୁ [ପ୍ରେରିତ :୧୦](../02/10.md)ରେ କିପରି ଅନୁବାଦ କଲ ତାହା ଦେଖ I
# we landed at Myra, a city of Lycia
ତୁମେ ଏହାକୁ ସ୍ପଷ୍ଟ କରିପାରିବ ଯେ ସେମାନେ ମୁରାରେ ଜାହାଜରୁ ଓହ୍ଲାଇଲେ I ବିକଳ୍ପ ଅନୁବାଦ: “ଲୂକିଆର ମୁରା ସହରକୁ ଆସିଲୁ, ଯେଉଁଠି ଆମେ ଜାହାଜରୁ ଓହ୍ଲାଇଲୁ” (ଦେଖ: [[rc://*/ta/man/translate/figs-explicit]])
# landed at Myra
ମୁରା ଗୋଟିଏ ନଗରର ନାମ I
# a city of Lycia
ଲୂକିଆ ଗୋଟିଏ ରୋମୀୟ ପ୍ରଦେଶ, ଯାହା ଆଧୁନିକ ତୁର୍କୀର ଦକ୍ଷିଣ ପଶ୍ଚିମ ଉପକୂଳରେ ଅବସ୍ଥିତ I (ଦେଖ: [[rc://*/ta/man/translate/translate-names]])