or_tn/act/27/03.md

1.4 KiB

General Information:

ଏଠାରେ “ଆମ୍ଭେମାନେ” ଶବ୍ଦ ଲେଖକଙ୍କୁ, ପାଉଲଙ୍କୁ ଓ ପାଉଲଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: rc://*/ta/man/translate/figs-exclusive)

Julius treated Paul kindly

ଯୂଲିଅ ପାଉଲଙ୍କ ପ୍ରତି ସଦୟ ବ୍ୟବହାର କଲେ I ତୁମେ “ଯୂଲିଅ”କୁ ପ୍ରେରିତ Acts ୨୭:୧ରେ କିପରି ଅନୁବାଦ କଲ ତାହା ଦେଖ I

go to his friends to receive their care

ଗୁଣବାଚକ ବିଶେଷ୍ୟ “ସେବା”କୁ କ୍ରିୟାଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କର ବନ୍ଧୁମାନଙ୍କ ପାଖକୁ ଯାଅ, ଯେପରି ସେମାନେ ତାହାଙ୍କର ସେବା କରି ପାରିବେ” କିମ୍ବା “ତାହାଙ୍କର ବନ୍ଧୁମାନଙ୍କ ପାଖକୁ ଯାଅ, ଯେପରି ସେମାନେ ତାହାଙ୍କର ଯାହାକିଛି ପ୍ରୟୋଜନ, ତାହା ସାହାଯ୍ୟ କରିପାରିବେ I (ଦେଖ: rc://*/ta/man/translate/figs-abstractnouns)