or_tn/act/27/03.md

12 lines
1.4 KiB
Markdown

# General Information:
ଏଠାରେ “ଆମ୍ଭେମାନେ” ଶବ୍ଦ ଲେଖକଙ୍କୁ, ପାଉଲଙ୍କୁ ଓ ପାଉଲଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]])
# Julius treated Paul kindly
ଯୂଲିଅ ପାଉଲଙ୍କ ପ୍ରତି ସଦୟ ବ୍ୟବହାର କଲେ I ତୁମେ “ଯୂଲିଅ”କୁ [ପ୍ରେରିତ Acts ୨୭:୧](../27/01.md)ରେ କିପରି ଅନୁବାଦ କଲ ତାହା ଦେଖ I
# go to his friends to receive their care
ଗୁଣବାଚକ ବିଶେଷ୍ୟ “ସେବା”କୁ କ୍ରିୟାଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କର ବନ୍ଧୁମାନଙ୍କ ପାଖକୁ ଯାଅ, ଯେପରି ସେମାନେ ତାହାଙ୍କର ସେବା କରି ପାରିବେ” କିମ୍ବା “ତାହାଙ୍କର ବନ୍ଧୁମାନଙ୍କ ପାଖକୁ ଯାଅ, ଯେପରି ସେମାନେ ତାହାଙ୍କର ଯାହାକିଛି ପ୍ରୟୋଜନ, ତାହା ସାହାଯ୍ୟ କରିପାରିବେ I (ଦେଖ: [[rc://*/ta/man/translate/figs-abstractnouns]])