or_tn/act/27/01.md

2.7 KiB
Raw Permalink Blame History

General Information:

ଆଦ୍ରାମୁତ୍ତୀୟ ଗୋଟିଏ ନଗର ଥିଲା ଯାହା ସମ୍ଭବତଃ ଆଧୁନିକ ତୁର୍କୀର ପଶ୍ଚିମ ଉପକୂଳରେ ଅବସ୍ଥିତ I “ଆମ୍ଭେମାନେ” ଶବ୍ଦଟି ପ୍ରେରିତ ପୁସ୍ତକର ଲେଖକଙ୍କୁ, ପାଉଲଙ୍କୁ ଓ ପାଉଲଙ୍କ ସହିତ ଯାତ୍ରା କରୁଥିବା ଅନ୍ୟମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: [[rc:///ta/man/translate/figs-exclusive]] ଓ [[rc:///ta/man/translate/translate-names]])

Connecting Statement:

ପାଉଲ, ଜଣେ ବନ୍ଦୀ ଭାବରେ, ରୋମ୍ କୁ ଆପଣାର ଯାତ୍ରା ଆରମ୍ଭ କରୁଛନ୍ତି I

When it was decided

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ରାଜା ଓ ଶାସନକର୍ତ୍ତା ସ୍ଥିର କଲେ” (ଦେଖ: rc://*/ta/man/translate/figs-activepassive)

sail for Italy

ଇତାଲିଆ ରୋମ୍ ର ଗୋଟିଏ ପ୍ରଦେଶର ନାମ I ତୁମେ “ଇତାଲିଆ”କୁ ପ୍ରେରିତ ୧୮:ରେ କିପରି ଅନୁବାଦ କଲ ତାହା ଦେଖ I

they put Paul and some other prisoners under the charge of a centurion named Julius of the Imperial Regiment

ସେମାନେ ରାଜକୀୟ ସୈନ୍ୟଦଳର ଯୂଲିଅ ନାମକ ଜଣେ ଶତସେନାପତିଙ୍କ ଦାୟିତ୍ବରେ ପାଉଲ ଓ ଅନ୍ୟ ବନ୍ଦୀମାନଙ୍କୁ ସମର୍ପଣ କଲେ

they put Paul and some other prisoners

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସେମାନେ” ଶାସନକର୍ତ୍ତା ଓ ରାଜାଙ୍କୁ ବୁଝାଏ କିମ୍ବା ) “ସେମାନେ” ଅନ୍ୟ ରୋମୀୟ ଅଧିକାରୀମାନଙ୍କୁ ବୁଝାଏ I

a centurion named Julius

ଯୂଲିଅ ଜଣେ ଲୋକର ନାମ I (ଦେଖ: rc://*/ta/man/translate/translate-names)

the Imperial Regiment

ଏହା ଗୋଟିଏ କ୍ଷୁଦ୍ର ଅବା ବୃହତ୍ ସୈନ୍ୟଦଳର ନାମ ଯେଉଁଥିରୁ ଶତସେନାପତି ଆସିଥିଲେ I କେତେକେ ସଂସ୍କରଣ ଏହାକୁ “ଅଗଷ୍ଟୀୟ” ସୈନ୍ୟଦଳ ବୋଲି ଅନୁବାଦ କରନ୍ତି I (ଦେଖ: rc://*/ta/man/translate/translate-names)