or_tn/act/27/01.md

32 lines
2.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଆଦ୍ରାମୁତ୍ତୀୟ ଗୋଟିଏ ନଗର ଥିଲା ଯାହା ସମ୍ଭବତଃ ଆଧୁନିକ ତୁର୍କୀର ପଶ୍ଚିମ ଉପକୂଳରେ ଅବସ୍ଥିତ I “ଆମ୍ଭେମାନେ” ଶବ୍ଦଟି ପ୍ରେରିତ ପୁସ୍ତକର ଲେଖକଙ୍କୁ, ପାଉଲଙ୍କୁ ଓ ପାଉଲଙ୍କ ସହିତ ଯାତ୍ରା କରୁଥିବା ଅନ୍ୟମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]] ଓ [[rc://*/ta/man/translate/translate-names]])
# Connecting Statement:
ପାଉଲ, ଜଣେ ବନ୍ଦୀ ଭାବରେ, ରୋମ୍ କୁ ଆପଣାର ଯାତ୍ରା ଆରମ୍ଭ କରୁଛନ୍ତି I
# When it was decided
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ରାଜା ଓ ଶାସନକର୍ତ୍ତା ସ୍ଥିର କଲେ” (ଦେଖ: [[rc://*/ta/man/translate/figs-activepassive]])
# sail for Italy
ଇତାଲିଆ ରୋମ୍ ର ଗୋଟିଏ ପ୍ରଦେଶର ନାମ I ତୁମେ “ଇତାଲିଆ”କୁ [ପ୍ରେରିତ ୧୮:](../18/02.md)ରେ କିପରି ଅନୁବାଦ କଲ ତାହା ଦେଖ I
# they put Paul and some other prisoners under the charge of a centurion named Julius of the Imperial Regiment
ସେମାନେ ରାଜକୀୟ ସୈନ୍ୟଦଳର ଯୂଲିଅ ନାମକ ଜଣେ ଶତସେନାପତିଙ୍କ ଦାୟିତ୍ବରେ ପାଉଲ ଓ ଅନ୍ୟ ବନ୍ଦୀମାନଙ୍କୁ ସମର୍ପଣ କଲେ
# they put Paul and some other prisoners
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସେମାନେ” ଶାସନକର୍ତ୍ତା ଓ ରାଜାଙ୍କୁ ବୁଝାଏ କିମ୍ବା ) “ସେମାନେ” ଅନ୍ୟ ରୋମୀୟ ଅଧିକାରୀମାନଙ୍କୁ ବୁଝାଏ I
# a centurion named Julius
ଯୂଲିଅ ଜଣେ ଲୋକର ନାମ I (ଦେଖ: [[rc://*/ta/man/translate/translate-names]])
# the Imperial Regiment
ଏହା ଗୋଟିଏ କ୍ଷୁଦ୍ର ଅବା ବୃହତ୍ ସୈନ୍ୟଦଳର ନାମ ଯେଉଁଥିରୁ ଶତସେନାପତି ଆସିଥିଲେ I କେତେକେ ସଂସ୍କରଣ ଏହାକୁ “ଅଗଷ୍ଟୀୟ” ସୈନ୍ୟଦଳ ବୋଲି ଅନୁବାଦ କରନ୍ତି I (ଦେଖ: [[rc://*/ta/man/translate/translate-names]])