or_tn/act/26/01.md

1.4 KiB
Raw Permalink Blame History

Connecting Statement:

ଫେଷ୍ଟ ପାଉଲଙ୍କୁ ରାଜା ଆଗ୍ରିପ୍ପାଙ୍କ ସମ୍ମୁଖକୁ ଆଣୁଛନ୍ତି I ପଦରେ, ପାଉଲ ରାଜା ଆଗ୍ରିପ୍ପାଙ୍କ ସମ୍ମୁଖରେ ଆପଣା ପକ୍ଷ ସମର୍ଥନ କରୁଛନ୍ତି I

Agrippa

ଆଗ୍ରପ୍ପା ସେହି ସମୟରେ ପାଲେଷ୍ଟାଇନର ଶାସନକାରୀ ରାଜା ଥିଲେ, ଯଦିଓ ସେ କେବଳ ଅଳ୍ପ କେତେକ ଅଞ୍ଚଳରେ ଶାସନ କରୁଥିଲେ I ପ୍ରେରିତ ୨୫:୧୩ରେ ତୁମେ ଏହି ନାମକୁ କିପରି ଅନୁବାଦ କଲ ତାହା ଦେଖ I

stretched out his hand

ହସ୍ତ ବିସ୍ତାର କଲେ କିମ୍ବା “ଆପଣା ହସ୍ତ ଦେଖାଇ ଇଙ୍ଗିତ କଲେ”

made his defense

ଗୁଣବାଚକ ବିଶେଷ୍ୟ “ପକ୍ଷ ସମର୍ଥନ”କୁ କ୍ରିୟାଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କୁ ଦୋଷାରୋପ କରୁଥିବା ଲୋକମାନଙ୍କ ବିପକ୍ଷରେ ଆପଣା ପକ୍ଷ ସମର୍ଥନ କରିବାକୁ ଆରମ୍ଭ କଲେ” (ଦେଖ: rc://*/ta/man/translate/figs-abstractnouns)