or_tn/act/26/01.md

16 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଫେଷ୍ଟ ପାଉଲଙ୍କୁ ରାଜା ଆଗ୍ରିପ୍ପାଙ୍କ ସମ୍ମୁଖକୁ ଆଣୁଛନ୍ତି I ପଦରେ, ପାଉଲ ରାଜା ଆଗ୍ରିପ୍ପାଙ୍କ ସମ୍ମୁଖରେ ଆପଣା ପକ୍ଷ ସମର୍ଥନ କରୁଛନ୍ତି I
# Agrippa
ଆଗ୍ରପ୍ପା ସେହି ସମୟରେ ପାଲେଷ୍ଟାଇନର ଶାସନକାରୀ ରାଜା ଥିଲେ, ଯଦିଓ ସେ କେବଳ ଅଳ୍ପ କେତେକ ଅଞ୍ଚଳରେ ଶାସନ କରୁଥିଲେ I [ପ୍ରେରିତ ୨୫:୧୩](../25/13.md)ରେ ତୁମେ ଏହି ନାମକୁ କିପରି ଅନୁବାଦ କଲ ତାହା ଦେଖ I
# stretched out his hand
ହସ୍ତ ବିସ୍ତାର କଲେ କିମ୍ବା “ଆପଣା ହସ୍ତ ଦେଖାଇ ଇଙ୍ଗିତ କଲେ”
# made his defense
ଗୁଣବାଚକ ବିଶେଷ୍ୟ “ପକ୍ଷ ସମର୍ଥନ”କୁ କ୍ରିୟାଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କୁ ଦୋଷାରୋପ କରୁଥିବା ଲୋକମାନଙ୍କ ବିପକ୍ଷରେ ଆପଣା ପକ୍ଷ ସମର୍ଥନ କରିବାକୁ ଆରମ୍ଭ କଲେ” (ଦେଖ: [[rc://*/ta/man/translate/figs-abstractnouns]])