or_tn/act/25/27.md

1.0 KiB
Raw Permalink Blame History

it seems unreasonable for me to send a prisoner and to not also state

ନକରାତ୍ମକ ଶବ୍ଦ “ଅସଙ୍ଗତ” ଓ “ନ କରିବା”କୁ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ମୋତେ ଉପଯୁକ୍ତ ବୋଧ ହେଉଛି ଯେ ଯଦି ମୁଁ ଜଣେ ବନ୍ଦୀକୁ ପଠାଉଛି, ତେବେ ମୁଁ କିଛି ଲେଖିବା ମଧ୍ୟ ଉଚିତ” (ଦେଖ: rc://*/ta/man/translate/figs-doublenegatives)

the charges against him

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯିହୂଦୀ ନେତାମାନେ ତାହାଙ୍କ ବିରୁଦ୍ଧରେ ଆଣିଥିବା ଅଭିଯୋଗଗୁଡିକ କିମ୍ବା ) ପାଉଲଙ୍କ ଘଟଣାରେ ପ୍ରଯୁଜ୍ୟ ହେଉଥିବା ରୋମୀୟ ବ୍ୟବସ୍ଥା ଅନ୍ତର୍ଗତ ଅଭିଯୋଗଗୁଡିକ”