or_tn/act/25/27.md

8 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# it seems unreasonable for me to send a prisoner and to not also state
ନକରାତ୍ମକ ଶବ୍ଦ “ଅସଙ୍ଗତ” ଓ “ନ କରିବା”କୁ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ମୋତେ ଉପଯୁକ୍ତ ବୋଧ ହେଉଛି ଯେ ଯଦି ମୁଁ ଜଣେ ବନ୍ଦୀକୁ ପଠାଉଛି, ତେବେ ମୁଁ କିଛି ଲେଖିବା ମଧ୍ୟ ଉଚିତ” (ଦେଖ: [[rc://*/ta/man/translate/figs-doublenegatives]])
# the charges against him
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯିହୂଦୀ ନେତାମାନେ ତାହାଙ୍କ ବିରୁଦ୍ଧରେ ଆଣିଥିବା ଅଭିଯୋଗଗୁଡିକ କିମ୍ବା ) ପାଉଲଙ୍କ ଘଟଣାରେ ପ୍ରଯୁଜ୍ୟ ହେଉଥିବା ରୋମୀୟ ବ୍ୟବସ୍ଥା ଅନ୍ତର୍ଗତ ଅଭିଯୋଗଗୁଡିକ”