# it seems unreasonable for me to send a prisoner and to not also state ନକରାତ୍ମକ ଶବ୍ଦ “ଅସଙ୍ଗତ” ଓ “ନ କରିବା”କୁ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ମୋତେ ଉପଯୁକ୍ତ ବୋଧ ହେଉଛି ଯେ ଯଦି ମୁଁ ଜଣେ ବନ୍ଦୀକୁ ପଠାଉଛି, ତେବେ ମୁଁ କିଛି ଲେଖିବା ମଧ୍ୟ ଉଚିତ” (ଦେଖ: [[rc://*/ta/man/translate/figs-doublenegatives]]) # the charges against him ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯିହୂଦୀ ନେତାମାନେ ତାହାଙ୍କ ବିରୁଦ୍ଧରେ ଆଣିଥିବା ଅଭିଯୋଗଗୁଡିକ କିମ୍ବା ୨) ପାଉଲଙ୍କ ଘଟଣାରେ ପ୍ରଯୁଜ୍ୟ ହେଉଥିବା ରୋମୀୟ ବ୍ୟବସ୍ଥା ଅନ୍ତର୍ଗତ ଅଭିଯୋଗଗୁଡିକ”