or_tn/act/25/07.md

8 lines
666 B
Markdown

# When he arrived
ଯେତେବେଳେ ସେ ଆସି ଫେଷ୍ଟଙ୍କ ସମ୍ମୁଖରେ ଠିଆ ହେଲେ
# they brought many serious charges
ଜଣକୁ ଅପରାଧରେ ଦୋଷାରୋପ କରିବା ବିଷୟକୁ କୁହାଯାଏ ଯେ ସତେ ଯେପରି ଏହା ଏକ ପଦାର୍ଥ ଯାହା ଜଣେ ବିଚାରାଳୟକୁ ଆଣିପାରିବ I ବିକଳ୍ପ ଅନୁବାଦ: “ସେମାନେ ପାଉଲଙ୍କ ବିରୁଦ୍ଧରେ ଅନେକ ଗୁରୁତର ବିଷୟ କହିଲେ” (ଦେଖ: [[rc://*/ta/man/translate/figs-metaphor]])