or_tn/act/25/07.md

666 B

When he arrived

ଯେତେବେଳେ ସେ ଆସି ଫେଷ୍ଟଙ୍କ ସମ୍ମୁଖରେ ଠିଆ ହେଲେ

they brought many serious charges

ଜଣକୁ ଅପରାଧରେ ଦୋଷାରୋପ କରିବା ବିଷୟକୁ କୁହାଯାଏ ଯେ ସତେ ଯେପରି ଏହା ଏକ ପଦାର୍ଥ ଯାହା ଜଣେ ବିଚାରାଳୟକୁ ଆଣିପାରିବ I ବିକଳ୍ପ ଅନୁବାଦ: “ସେମାନେ ପାଉଲଙ୍କ ବିରୁଦ୍ଧରେ ଅନେକ ଗୁରୁତର ବିଷୟ କହିଲେ” (ଦେଖ: rc://*/ta/man/translate/figs-metaphor)