# When he arrived ଯେତେବେଳେ ସେ ଆସି ଫେଷ୍ଟଙ୍କ ସମ୍ମୁଖରେ ଠିଆ ହେଲେ # they brought many serious charges ଜଣକୁ ଅପରାଧରେ ଦୋଷାରୋପ କରିବା ବିଷୟକୁ କୁହାଯାଏ ଯେ ସତେ ଯେପରି ଏହା ଏକ ପଦାର୍ଥ ଯାହା ଜଣେ ବିଚାରାଳୟକୁ ଆଣିପାରିବ I ବିକଳ୍ପ ଅନୁବାଦ: “ସେମାନେ ପାଉଲଙ୍କ ବିରୁଦ୍ଧରେ ଅନେକ ଗୁରୁତର ବିଷୟ କହିଲେ” (ଦେଖ: [[rc://*/ta/man/translate/figs-metaphor]])