or_tn/act/25/01.md

1.2 KiB
Raw Permalink Blame History

General Information:

ଫେଷ୍ଟ କାଇସରିଆର ଶାସନକର୍ତ୍ତା ହେଉଛନ୍ତି I ତୁମେ ଏହି ନାମକୁ ପ୍ରେରିତ ୨୪:୨୭ରେ କିପରି ଅନୁବାଦ କଲ ତାହା ଦେଖ I

Connecting Statement:

ପାଉଲ କାଇସରିଆରେ ଜଣେ ବନ୍ଦୀ ଭାବରେ ରହିଛନ୍ତି I

Now

ଏହା ବିବରଣୀ ମଧ୍ୟରେ ଗୋଟିଏ ନୂଆ ଘଟଣାର ଆରମ୍ଭକୁ ଚିହ୍ନଟ କରୁଛି I

Festus entered the province

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଫେଷ୍ଟ ଆପଣା ଶାସନ ଆରମ୍ଭ କରିବାକୁ ସେହି ଅଞ୍ଚଳରେ ପହଞ୍ଚିଲେ କିମ୍ବା ) ଫେଷ୍ଟ ଏହିଭଳି ସେହି ଅଞ୍ଚଳରେ ପହଞ୍ଚିଲେ I

he went from Caesarea up to Jerusalem

ଏଠାରେ “ଉପରକୁ ଗଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି, କାରଣ ଯିରୂଶାଲମ କାଇସରିଆଠାରୁ ଉଚ୍ଚରେ ଥିଲା I