or_tn/act/24/27.md

780 B

Porcius Festus

ଫେଲିକ୍ସ୍ ଙ୍କ ସ୍ଥାନରେ ଯେଉଁ ନୂଆ ରୋମୀୟ ଶାସନକର୍ତ୍ତା ଆସିଲେ ଏ ସେହି I (ଦେଖ: rc://*/ta/man/translate/translate-names)

wanted to gain favor with the Jews

ଏଠାରେ “ଯିହୂଦୀମାନେ” ଯିହୂଦୀ ନେତାମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନଙ୍କର ପ୍ରିୟପାତ୍ର ହେବାକୁ ଇଚ୍ଛା କଲେ” (ଦେଖ: rc://*/ta/man/translate/figs-synecdoche)

he left Paul to continue under guard

ସେ ପାଉଲଙ୍କୁ ବନ୍ଦୀ ଅବସ୍ଥାରେ ରଖି ଚାଲିଗଲେ