# Porcius Festus ଫେଲିକ୍ସ୍ ଙ୍କ ସ୍ଥାନରେ ଯେଉଁ ନୂଆ ରୋମୀୟ ଶାସନକର୍ତ୍ତା ଆସିଲେ ଏ ସେହି I (ଦେଖ: [[rc://*/ta/man/translate/translate-names]]) # wanted to gain favor with the Jews ଏଠାରେ “ଯିହୂଦୀମାନେ” ଯିହୂଦୀ ନେତାମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନଙ୍କର ପ୍ରିୟପାତ୍ର ହେବାକୁ ଇଚ୍ଛା କଲେ” (ଦେଖ: [[rc://*/ta/man/translate/figs-synecdoche]]) # he left Paul to continue under guard ସେ ପାଉଲଙ୍କୁ ବନ୍ଦୀ ଅବସ୍ଥାରେ ରଖି ଚାଲିଗଲେ