or_tn/act/25/01.md

20 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଫେଷ୍ଟ କାଇସରିଆର ଶାସନକର୍ତ୍ତା ହେଉଛନ୍ତି I ତୁମେ ଏହି ନାମକୁ [ପ୍ରେରିତ ୨୪:୨୭](../24/27.md)ରେ କିପରି ଅନୁବାଦ କଲ ତାହା ଦେଖ I
# Connecting Statement:
ପାଉଲ କାଇସରିଆରେ ଜଣେ ବନ୍ଦୀ ଭାବରେ ରହିଛନ୍ତି I
# Now
ଏହା ବିବରଣୀ ମଧ୍ୟରେ ଗୋଟିଏ ନୂଆ ଘଟଣାର ଆରମ୍ଭକୁ ଚିହ୍ନଟ କରୁଛି I
# Festus entered the province
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଫେଷ୍ଟ ଆପଣା ଶାସନ ଆରମ୍ଭ କରିବାକୁ ସେହି ଅଞ୍ଚଳରେ ପହଞ୍ଚିଲେ କିମ୍ବା ) ଫେଷ୍ଟ ଏହିଭଳି ସେହି ଅଞ୍ଚଳରେ ପହଞ୍ଚିଲେ I
# he went from Caesarea up to Jerusalem
ଏଠାରେ “ଉପରକୁ ଗଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି, କାରଣ ଯିରୂଶାଲମ କାଇସରିଆଠାରୁ ଉଚ୍ଚରେ ଥିଲା I