or_tn/act/24/22.md

1.7 KiB
Raw Permalink Blame History

General Information:

ଫେଲିକ୍ସ ସେହି ଅଞ୍ଚଳର ରୋମୀୟ ଶାସନକର୍ତ୍ତା ଥିଲେ ଓ କାଇସରିଆରେ ରହୁଥିଲେ I ତୁମେ ଏହି ନାମକୁ ପ୍ରେରିତ ୨୩:୨୪ରେ କିପରି ଅନୁବାଦ କଲ ତାହା ଦେଖ I

the Way

ଏହା ଖ୍ରୀଷ୍ଟିୟାନମାନଙ୍କର ଗୋଟିଏ ଉପାଧି I ତୁମେ ଏହାକୁ ପ୍ରେରିତ ୯:ରେ କିପରି ଅନୁବାଦ କଲ ତାହା ଦେଖ I

When Lysias the commander comes down

ସେନାପତି ଲୂସିୟା ଆସିଲେ କିମ୍ବା “ସେନାପତି ଲୂସିୟା ଆସିବା ସମୟରେ”

Lysias

ଏହା ପ୍ରଧାନ ସେନାପତିଙ୍କ ନାମ I ତୁମେ ଏହି ନାମକୁ ପ୍ରେରିତ ୨୩:୨୬ରେ କିପରି ଅନୁବାଦ କଲ ତାହା ଦେଖ I

comes down from Jerusalem

ଯିରୂଶାଲମ କାଇସରିଆଠାରୁ ଉଚ୍ଚରେ ଥିଲା, ଏଥିପାଇଁ ଯିରୂଶାଲମରୁ ତଳକୁ ଆସିବା ବୋଲି କହିବା ସେମାନଙ୍କପାଇଁ ସାଧାରଣ ବିଷୟ ଥିଲା I

I will decide your case

ତୁମ୍ଭ ବିରୁଦ୍ଧରେ ଏହିସବୁ ଅଭିଯୋଗ ବିଷୟରେ ଆମ୍ଭେ ଏକ ନିଷ୍ପତ୍ତି ନେବା କିମ୍ବା “ତୁମ୍ଭେ ଦୋଷୀ କି ନୁହଁ ଆମ୍ଭେ ବିଚାର କରିବା”