or_tn/act/24/22.md

24 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଫେଲିକ୍ସ ସେହି ଅଞ୍ଚଳର ରୋମୀୟ ଶାସନକର୍ତ୍ତା ଥିଲେ ଓ କାଇସରିଆରେ ରହୁଥିଲେ I ତୁମେ ଏହି ନାମକୁ [ପ୍ରେରିତ ୨୩:୨୪](../23/24.md)ରେ କିପରି ଅନୁବାଦ କଲ ତାହା ଦେଖ I
# the Way
ଏହା ଖ୍ରୀଷ୍ଟିୟାନମାନଙ୍କର ଗୋଟିଏ ଉପାଧି I ତୁମେ ଏହାକୁ [ପ୍ରେରିତ ୯:](../09/02.md)ରେ କିପରି ଅନୁବାଦ କଲ ତାହା ଦେଖ I
# When Lysias the commander comes down
ସେନାପତି ଲୂସିୟା ଆସିଲେ କିମ୍ବା “ସେନାପତି ଲୂସିୟା ଆସିବା ସମୟରେ”
# Lysias
ଏହା ପ୍ରଧାନ ସେନାପତିଙ୍କ ନାମ I ତୁମେ ଏହି ନାମକୁ [ପ୍ରେରିତ ୨୩:୨୬](../23/26.md)ରେ କିପରି ଅନୁବାଦ କଲ ତାହା ଦେଖ I
# comes down from Jerusalem
ଯିରୂଶାଲମ କାଇସରିଆଠାରୁ ଉଚ୍ଚରେ ଥିଲା, ଏଥିପାଇଁ ଯିରୂଶାଲମରୁ ତଳକୁ ଆସିବା ବୋଲି କହିବା ସେମାନଙ୍କପାଇଁ ସାଧାରଣ ବିଷୟ ଥିଲା I
# I will decide your case
ତୁମ୍ଭ ବିରୁଦ୍ଧରେ ଏହିସବୁ ଅଭିଯୋଗ ବିଷୟରେ ଆମ୍ଭେ ଏକ ନିଷ୍ପତ୍ତି ନେବା କିମ୍ବା “ତୁମ୍ଭେ ଦୋଷୀ କି ନୁହଁ ଆମ୍ଭେ ବିଚାର କରିବା”