or_tn/act/09/02.md

1.4 KiB

for the synagogues

ଏହା ସମାଜଗୃହରେ ଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସମାଜଗୃହରେ ଥିବା ଲୋକମାନଙ୍କ ନିମନ୍ତେ” ବା “ସମାଜଗୃହର ନେତାମାନଙ୍କ ନିମନ୍ତେ” (ଦେଖ: rc://*/ta/man/translate/figs-metonymy)

if he found any

ଯେତେବେଳେ ସେ ଯାହାକୁ ବି ପାଇଲେ କିମ୍ବା “ଯଦି ସେ କାହାକୁ ପାଇଲେ”

who belonged to the Way

ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କର ଶିକ୍ଷାର ଅନୁଗମନ କରୁଥିଲେ

the Way

ସେହି ସମୟରେ ଏହି ପଦ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏକ ଉପାଧି ଭାବରେ ବ୍ୟବହୃତ ହେଉଥିଲା I

he might bring them bound to Jerusalem

ଯେପରି ସେ ସେମାନଙ୍କୁ ବନ୍ଦୀ ଭାବରେ ଯିରୂଶାଲମକୁ ନେଇପାରିବେ I “ଯେପରି ଯିହୂଦୀ ନେତାମାନେ ବିଚାରକରି ସେମାନଙ୍କୁ ଦଣ୍ଡ ଦେଇପାରିବେ” ବାକ୍ୟକୁ ଯୋଡ଼ି ପାଉଲଙ୍କର ଉଦ୍ଦେଶ୍ୟକୁ ସ୍ପଷ୍ଟ କରିହେବ (ଦେଖ: rc://*/ta/man/translate/figs-explicit)